ଓଡ଼ିଶା ରାଜ୍ୟ ଓ ରାଜନୈତିକ ସାଧାରଣଜ୍ଞାନ ପରୀକ୍ଷା ବା କୁଇଜ୍ ।
୧. ଓଡ଼ିଶା କେବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ?
୨. ଉତ୍କଳ ଦିବସ କେବେ ପାଳନ କରାଯାଏ ?
୩. ଆୟତନ ଅନୁସାରେ ସମଗ୍ର ଭାରତରେ ଓଡ଼ିଶାର ସ୍ଥାନ _______ ?
୪. କେଉଁ ମସିହାରେ ଭୁବନେଶ୍ଵରକୁ ଓଡ଼ିଶାର ରାଜଧାନୀ ଭାବେ ଘୋଷଣା କରାଗଲା ?
୫. ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କ ନାମ କ'ଣ ?
୬. ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ ?
୭. ଆୟତନ ଅନୁସାରେ ଓଡ଼ିଶାର ବୃହତମ ଜିଲ୍ଲାର ନାମ କ'ଣ ?
୮. ଓଡ଼ିଶାର "ଭୂମିପୁତ୍ର" ଆଖ୍ୟା କାହାକୁ ଦିଆଯାଇଛି ?
୯. ଓଡ଼ିଶାର ପ୍ରଥମ "ପ୍ରଧାନ ମନ୍ତ୍ରୀ" କିଏ ଅଟନ୍ତି ?
୧୦. ନବୀନ ପଟ୍ଟନାୟକ ପ୍ରଥମେ କେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ?
ama panai kichhi acchi ki.............
ReplyDeleteall world GOD BLESS U.........................
ReplyDeleteTHANKS MY GOD..............
ReplyDeleteOK SIR..............
ReplyDelete