Recent Posts

୨୫୦ ଜ୍ୟାମିତିକ ଇଂରାଜୀ ଶବ୍ଦ (Geometrical Terms) ଓ ସେଗୁଡିକର ଓଡ଼ିଆ ଅର୍ଥ (Odia Meaning)

August 16, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
list of 250 Geometrical terms and their meanings in ODIA language, ୨୫୦ ଜ୍ୟାମିତିକ ଇଂରାଜୀ ଶବ୍ଦ (Geometrical Terms) ଓ ସେଗୁଡିକର ଓଡ଼ିଆ ଅର୍ଥ (Odia Meaning)
Here is a list of 250 Geometrical terms and their meanings in ODIA language for better understanding of terms or words used in Books or in any question papers. The list not only helps you in exam or study but also boosts your knowledge about geometrical terms.  

  1. Acute angle → ସୂକ୍ଷ୍ମକୋଣ
  2. Acute-angled → ସୁକ୍ଷ୍ମକୋଣୀ
  3. Adjacent → ସନ୍ନିହିତ
  4. Alternate → ଏକାନ୍ତର
  5. Alternative proof → ବିକଳ୍ପପ୍ରମାଣ
  6. Altitude → ଉଚ୍ଚତା
  7. Ambiguous case → ସନ୍ଦେହାତ୍ମକ ପରିସ୍ଥିତି
  8. Analysis → ବିଶ୍ଳେଷଣ
  9. Angle → କୋଣ
  10. Angle in a segment → ବୃତ୍ତଖଣ୍ଡସ୍ଥ କୋଣ
  11. Antecedent → ପୂର୍ବରାଶି
  12. Approximate value → ପାଖାପାଖି ମୂଲ୍ୟ
  13. Arc → ଚାପ
  14. Area → କ୍ଷେତ୍ରଫଳ
  15. Arithmetic mean → ସମାନ୍ତର ମଧ୍ୟକ
  16. Arm → ବାହୁ
  17. Axiom → ସ୍ଵତଃସିଦ୍ଧ
  18. Axis → ଅକ୍ଷ
  19. Axis of symmetry → ପ୍ରତିସାମ୍ୟ ରେଖା
  20. Base → ଭୂମି
  21. Bisect → ସମଦ୍ଵିଖଣ୍ଡ କରିବା
  22. Bisector → ସମଦ୍ଵିଖଣ୍ଡ ରେଖା
  23. Boundary → ସୀମା
  24. Centre → କେନ୍ଦ୍ର
  25. Centre of gravity → ଭାରକେନ୍ଦ୍ର
  26. Centre of inversion → ବିଲୋମ କେନ୍ଦ୍ର
  27. Centre of similitude → ସାମ୍ୟକେନ୍ଦ୍ର
  28. Centroid → ଭାରକେନ୍ଦ୍ର
  29. Chord → ଜ୍ୟା’
  30. Circle → ବୃତ୍ତ
  31. Circular cylinder → ବୃତ୍ତୀୟ ସ୍ତମ୍ଭ ବା ବୃତ୍ତୀୟ ସିଲିଣ୍ଡର
  32. Circum center → ପରିକେନ୍ଦ୍ର,
  33. Circum circle, circumscribed circle → ପରିବୃତ୍ତ
  34. Circumference → ପରିଧି
  35. Circum radius → ପରିବୃତ୍ତର ବ୍ୟାସାର୍ଦ୍ଧ
  36. Circumscribed → ପରିଲିଖିତ
  37. Co-axial → ସମମୂଳାକ୍ଷକ
  38. Coincidence → ସମାପତନ
  39. Collinear (points) → ଏକ ରେଖୀୟ
  40. Compasses → କମ୍ପାସ
  41. Complement → ପୂରକ
  42. Complementary angle → ଅନୁପୂରକକୋଣ
  43. Concentric → ଏକକେନ୍ଦ୍ରୀୟ
  44. Conclusion → ସିଦ୍ଧାନ୍ତ
  45. Concurrent → ଏକବିନ୍ଦୁ, ସମବିନ୍ଦୁ
  46. Concurrent straight line → ସମବିନ୍ଦୁଗାମୀ ସରଳରେଖା .
  47. Concyclic points → ସମପରିଧିସ୍ଥ ବିନ୍ଦୁ
  48. Congruent → ସର୍ବସମ
  49. Conjugate → ଅନୁବନ୍ଧୀ
  50. Consequent → ଉତ୍ତରରାଶି
  51. Constant → ଧ୍ରୁବ ଅଚଳ
  52. Construction → ଅଙ୍କନ
  53. Contact → ସ୍ପର୍ଶ
  54. Converse → ବିପରୀତ
  55. Converse proposition → ବପରୀତ ପ୍ରମେୟ,
  56. Co-ordinates → ସ୍ଥାନାଙ୍କ
  57. Co-planer → ଏକ ସମତଳୀୟ
  58. Corollary → ଅନୁସିଦ୍ଧାନ୍ତ
  59. Corresponding angle → ଅନୁରୁପକୋଣ
  60. Curved line → ବକ୍ରରେଖା
  61. Curved surface → ବକ୍ରତଳ
  62. Cyclic → ବୃତ୍ତସ୍ଥ
  63. Data → ଡାଟା
  64. Decagon → ଦଶଭୂଜ
  65. Deduction → ନିଗମନ
  66. Definition → ସଂଜ୍ଞା
  67. Degree → ଅଂଶ, ଡିଗ୍ରୀ
  68. Diagonal → କର୍ଣ୍ଣ
  69. Diagonal scale → ଡାଇଗନାଲ ସ୍କଲ
  70. Diameter → ବ୍ୟାସ
  71. Direction → ଦିଗ
  72. Directly similar → ସମାନୁରୂପ
  73. Direct tangent → ସରଳସ୍ପର୍ଶକ
  74. Divided externally → ବହିର୍ବିଭକ୍ତ
  75. Divided internally → ଅନ୍ତର୍ବିଭକ୍ତ
  76. Divider → ଡିଭାଇଡର
  77. Dodecagon → ଦ୍ଵାଦଶଭୂଜ
  78. Ellipse → ଉପବୃତ୍ତ
  79. Enunciation → ନିର୍ବାଚନ, କଥନ
  80. Particular enunciation → ନିର୍ଦ୍ଧିଷ୍ଟ କଥନ
  81. General enunciation → ସାଧାରଣ କଥନ
  82. Equiangular → ସଦୃଶକୋଣୀ।
  83. Equidistant → ସମଦୂରବର୍ତ୍ତୀ
  84. Equilateral → ସମବାହୁ
  85. Escribed → ବହିର୍ଲିଖିତ
  86. Ex-centre → ବହିଃକେନ୍ଦ୍ର
  87. Ex-circle → ବହିଃବୃତ୍ତ
  88. Exterior angle → ବହିଃକୋଣ
  89. External → ବହିଃସ୍ଥ
  90. External bisector → ବହିଃ-ସମଦ୍ଵିଖଣ୍ଡକ
  91. External center of similitude → ବହିଃସାମ୍ୟକେନ୍ଦ୍ର
  92. External contact → ବହିଃସ୍ପର୍ଶ
  93. Extremes → ପ୍ରାନ୍ତୀୟ ସଂଖ୍ୟା
  94. Figure → ଚିତ୍ର
  95. Formula → ସୂତ୍ର
  96. Geometric mean → ଗୁଣୋତ୍ତର ମଧ୍ୟକ
  97. Graph → ଚିତ୍ର, ଲେଖ
  98. Graphical → ରୈଖିକ
  99. Graph paper → ଗ୍ରାଫ କାଗଜ
  100. Harmonic conjugate → ସମଞ୍ଜସ ଛେଦବିନ୍ଦୁ
  101. Harmonic mean → ବିଲୋମ ମଧ୍ୟକ
  102. Harmonic pencil → ସମଞ୍ଜସ ରଶ୍ମୀ ମାଳା
  103. Harmonic range → ସମଞ୍ଜସବୀଥି
  104. Harmonic section → ସମଞ୍ଜସ ଛେଦ
  105. Height → ଉଚ୍ଚତା
  106. Heptagon → ସପ୍ତର୍ଭୁଜ କ୍ଷେତ୍ର
  107. Hexagon → ଷଡ଼ଭୁଜ କ୍ଷେତ୍ର
  108. Hyperbola → ପରିବୃତ୍ତ
  109. Hypotenuse → କର୍ଣ୍ଣ, ଅତିଭୁଜ
  110. Hypothesis → ସ୍ଵୀକାର, କଳ୍ପନା
  111. Identical → ଅଭିନ୍ନ, ଏକ
  112. Identically equal → ସର୍ବସମ
  113. Image → ପ୍ରତିବିମ୍ବ
  114. In-centre → ଅନ୍ତଃକେନ୍ଦ୍ର
  115. In-circle → ଅନ୍ତର୍ବୃତ୍ତ
  116. Included angle → ଅନ୍ତର୍ଭୁକ୍ତ କୋଣ
  117. Incommensurable → ଅପରିମେୟ
  118. Inscrsbed → ଅନ୍ତର୍ଲିଖିତ ।
  119. Inscribed circle → ଅନ୍ତର୍ବୃତ୍ତ
  120. Interior angle → ଅନ୍ତଃସ୍ଥ କୋଣ
  121. Interior opposite angle → ଅନ୍ତରସ୍ଥ ବିପରୀତ କୋଣ
  122. Internal → ଅନ୍ତଃସ୍ଥ
  123. Internal bisector → ଅନ୍ତଃ ସମଦ୍ଵିଖଣ୍ଡକ
  124. Internal center of similitude → ଅନ୍ତଃ ସାମ୍ୟକେନ୍ଦ୍ର
  125. Internal contact → ଅନ୍ତସ୍ପର୍ଶ
  126. Intersection → ଛେଦ
  127. Inverse → ବିପରୀତ
  128. Inversion → ବିଲୋମକ୍ରିୟା
  129. Irregular → ବିଷମ
  130. Isosceles → ସମଦ୍ଵିବାହୁ
  131. Limiting point → ପରିମାପ ବିନ୍ଦୁ
  132. Line → ରେଖା
  133. Locus → ସଞ୍ଚାରପଥ, କକ୍ଷ
  134. Major arc → ବୃହତ୍ତରଚାପ, ଅଧିଚାପ
  135. Maximum → ସବୋଚ୍ଚମୂଲ୍ୟ, ବୃହତ୍ତମମାନ
  136. Mean → ହାରାହାରି
  137. Mean proportional → ମଧ୍ୟ ସମନୁପାତ
  138. Measurement → ମାପ
  139. Medial section → ଅନ୍ତ୍ୟ ମଧ୍ୟ ସମାନୁପାତରେ ବିଭକ୍ତ
  140. Median → ମଧ୍ୟମା
  141. Method of coincidence → ସମାପତନ ପ୍ରଣାଳୀ
  142. Method of limits → ଚରମ ଅବସ୍ଥାନ ବା ଚରମ ପରିଣତିର ପ୍ରଣାଳୀ
  143. Minimum → କ୍ଷୁଦ୍ରତମ ମୂଲ୍ୟ
  144. Minor arc → ଉପଚାପ
  145. Minute → ମିନିଟ
  146. Nine-points circle → ନବ-ବିନ୍ଦୁଗାମୀ ବୃତ୍ତ
  147. Normal → ଅଭିଲମ୍ଭ
  148. Oblique → ତିର୍ଯ୍ୟକ୍
  149. Oblique projection → କ୍ଷେପଣ, ତିର୍ଯ୍ୟକ୍
  150. Obtuse angle → ସ୍ଥୂଳକୋଣ
  151. Obtuse-angled → ସ୍ଥୂଳକୋଣୀ
  152. Octagon → ଅଷ୍ଟଭୂଜ
  153. Offset → ପ୍ରଶାଖା, ଅଫସେଟ
  154. Opposite angle → ବିପରୀତ କୋଣ
  155. Origin → ମୂଳବିନ୍ଦୁ
  156. Orthocenter → ଇମ୍ବକେଦ୍ର
  157. Orthogonal → ସମକୋଣୀୟ
  158. Orthogonal circle → ସମକୋଣଛେଦୀ ବୃତ୍ତ
  159. Orthogonal projection → ସମକୋଣୀୟ ଅଭିକ୍ଷେପ, ଲମ୍ବଛାୟା
  160. Parabola → ଅଧିବୃତ୍ତ
  161. Parallel straight lines → ସମାନ୍ତର ସରଳରେଖା
  162. Parallelogram → ସମାନ୍ତରିକ କ୍ଷେତ୍ର, ସମାନାନ୍ତକ ଚତୁର୍ଭୁଜ
  163. Pedal line → ପାଦରେଖା,
  164. Pedal triangle → ତ୍ରିଭୁଜ ପଦକ
  165. Pencil of rays → ରେଖାମାଳା
  166. Pentagon → ପଞ୍ଚଭୁଜ
  167. Perimeter → ପରିସୀମା
  168. Perpendicular → ଲମ୍ବ
  169. Perpendicular bisector → ସମଦ୍ଵିଖଣ୍ଡକ ଲମ୍ବ
  170. Plane → ସମତଳ
  171. Plane figure → ସମତଳକ୍ଷେତ୍ର
  172. Point → ବିନ୍ଦୁ,
  173. Point of concurrency → ସମ୍ପାତ ବିନ୍ଦୁ
  174. Point of contact → ସ୍ପର୍ଶବିନ୍ଦୁ
  175. Polar → ମେରୁରେଖା
  176. Pole → ମେରୁ
  177. Polygon → ବହୁଭୂଜ
  178. Postulates → ସ୍ଵୀକାର୍ଯ୍ୟ ବିଷୟ
  179. Practical → ବ୍ୟାବହାରିକ
  180. Problem → ସମ୍ପାଦ୍ୟ
  181. Projected → ପ୍ରକ୍ଷିପ୍ତ
  182. Projection → ପ୍ରକ୍ଷେପଣ
  183. Projective geometry → କ୍ଷେପଣାତ୍ମକ ଜ୍ୟାମିତି
  184. Proof → ପ୍ରମାଣ
  185. Proof by exhaustion → ବିକଳ୍ପଖଣ୍ଡନୀ ପ୍ରମାଣ
  186. Proportional → ସମାନୁପାତିକ
  187. Proposition → ପ୍ରମେୟ
  188. Protractor → କୋଣମାନ ଯନ୍ତ୍ର
  189. Quadrilateral → ଚତୁର୍ଭୁଜ
  190. Quindecagon → ପଞ୍ଚଦଶଭୁଜ କ୍ଷେତ୍ର
  191. Radical axis → ମୂଳାକ୍ଷ
  192. Radical center → ମୂଳାକ୍ଷ, କେନ୍ଦ୍ର
  193. Radius → ବ୍ୟାସାର୍ଦ୍ଧ
  194. Radius of inversion → ବିଲୋମ ବ୍ୟାସାର୍ଦ୍ଧ
  195. Ratio → ଅନୁପାତ
  196. Reciprocal (figure) → ଅନ୍ୟୋନ୍ୟ
  197. Rectangle → ଆୟତ କ୍ଷେତ୍ର
  198. Rectilineal figure → ସରଳରୈଖିକ କ୍ଷେତ୍ର
  199. Reflex angle → ପାଶ୍ଚାତବକ୍ର କୋଣ
  200. Regular → ସୁଷମ
  201. Regular polygon → ସୁଷମ ବହୁଭୂଜ କ୍ଷେତ୍ର
  202. Regular pentagon → ସୁଷମ ପଞ୍ଚଭୂଜ କ୍ଷେତ୍ର
  203. Regular hexagon → ସୁଷମ ଷଡ଼ଭୂଜ କ୍ଷେତ୍ର
  204. Rhombus → ରମ୍ଭସ୍
  205. Right angled → ସମକୋଣ
  206. Ruler → ରୁଲର
  207. Scale → ସ୍କେଲ
  208. Scalene → ବିଷମ ବାହୁ
  209. Secant → ଛେଦକ
  210. Secant of a circle → ବୃତ୍ତର ଛେଦକ
  211. Sector of a circle → ବୃତ୍ତକଳା
  212. Segment → ଖଣ୍ଡ, ଅଂଶ
  213. Segment of a circle → ବୃତ୍ତ ଖଣ୍ଡ
  214. Self-conjugate → ସ୍ଵାନୁବନ୍ଧ
  215. Self-evident → ସ୍ଵତଃ ପୁଷ୍ପ
  216. Semi circle → ଅର୍ଦ୍ଧବୃତ୍ତ
  217. Side → ବାହୁ
  218. Similar triangle → ସଦୃଶ ତ୍ରିଭୁଜ
  219. Similarity → ସାଦୃଶ୍ୟ
  220. Similarly described → ସଦୃଶ୍ୟରୂପେ ଅଙ୍କିତ
  221. Similitude → ସାମ୍ୟ
  222. Size → ଆୟତନ
  223. Solid → ଘନ ପଦାର୍ଥ
  224. Solution → ସମାଧାନ
  225. Space → ସ୍ଥାନ
  226. Square → ବର୍ଗକ୍ଷେତ୍ର
  227. Square centimeter → ବର୍ଗ ସେ: ମି:
  228. Straight → ସରଳ
  229. Straight angle → ସରଳକୋଣ
  230. Straight line → ସରଳ ରେଖା
  231. Subtended angle → ସମ୍ମୁଖିନ କୋଣ
  232. Superposition → ଉପରିପାତ
  233. Supplementary angle → ପରିପୂରକ କୋଣ
  234. Surface → ତଳ
  235. Symmetry → ପ୍ରତିସାମ୍ୟ
  236. Synthesis → ସଂଶ୍ଳେଷଣ
  237. Tangent → ସ୍ପର୍ଶକରେଖା, ସ୍ପର୍ଶକ
  238. Theorem → ଉପପାଦ୍ୟ
  239. Theoretical → ତତ୍ତ୍ଵୀୟ ଯୁକ୍ତିମୂଳକ
  240. Touch → ସ୍ପର୍ଶ
  241. Transversal → ଭେଦକ
  242. Transverse tangent → ତିର୍ଯ୍ୟକ ସ୍ପର୍ଶକ
  243. Trapezium → ଟ୍ରାପିଜୟମ
  244. Triangle → ତ୍ରିଭୁଜ
  245. Trigonometrical ratio → ତ୍ରିକୋଣମିତିକ ଅନୁପାତ
  246. Trisection → ତ୍ରିଖଣ୍ଡନ
  247. Unit → ଏକକ
  248. Verte → ଶୀର୍ଷ
  249. Vertical angle → ଶୀର୍ଷକୋଣ
  250. Vertically opposite → ପ୍ରତିପ / ବିପରୀତ
Data Collected and Published by OdiaPortal Lab.

No comments:

Post a Comment