Recent Posts

ଓଡ଼ିଶା ରାଜନୈତିକ ଅନଲାଇନ କୁଇଜ୍ - ୧ [Odisha Political GK/Quiz - #1]

January 28, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
ଓଡ଼ିଶା ରାଜନୈତିକ ଅନଲାଇନ କୁଇଜ୍ - ୧ [Odisha Political GK/Quiz - #1]

ଓଡ଼ିଶା ରାଜ୍ୟ ଓ ରାଜନୈତିକ ସାଧାରଣଜ୍ଞାନ ପରୀକ୍ଷା ବା କୁଇଜ୍ ।

୧. ଓଡ଼ିଶା କେବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ?



୨. ଉତ୍କଳ ଦିବସ କେବେ ପାଳନ କରାଯାଏ ?



୩. ଆୟତନ ଅନୁସାରେ ସମଗ୍ର ଭାରତରେ ଓଡ଼ିଶାର ସ୍ଥାନ _______ ?



୪. କେଉଁ ମସିହାରେ ଭୁବନେଶ୍ଵରକୁ ଓଡ଼ିଶାର ରାଜଧାନୀ ଭାବେ ଘୋଷଣା କରାଗଲା ?



୫. ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କ ନାମ କ'ଣ ?



୬. ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ ?



୭. ଆୟତନ ଅନୁସାରେ ଓଡ଼ିଶାର ବୃହତମ ଜିଲ୍ଲାର ନାମ କ'ଣ ?



୮. ଓଡ଼ିଶାର "ଭୂମିପୁତ୍ର" ଆଖ୍ୟା କାହାକୁ ଦିଆଯାଇଛି ?



୯. ଓଡ଼ିଶାର ପ୍ରଥମ "ପ୍ରଧାନ ମନ୍ତ୍ରୀ" କିଏ ଅଟନ୍ତି ?



୧୦. ନବୀନ ପଟ୍ଟନାୟକ ପ୍ରଥମେ କେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ?




4 comments: