Recent Posts

List of Governors of Odisha (ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା - ଓଡ଼ିଆରେ) [1936 to 2018]

May 27, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
List of Governors of Odisha (ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା - ଓଡ଼ିଆରେ) [1936 to 2018], pdf download,
ନିମ୍ନରେ ଓଡ଼ିଶାର କ୍ରମାନ୍ଵୟରେ ସମସ୍ତ ରାଜ୍ୟପାଳଙ୍କ ତାଲିକା ଦିଆଗଲା ।
ଶେଷ ଥର ଅପଡେଟ୍: ୨୭/୦୫/୨୦୧୮

ରାଜ୍ୟପାଳଙ୍କ ନାମ କାର୍ଯ୍ୟକାଳ 
ଜନ ଅଷ୍ଟିନ ହବ୍ବାକ ୦୧.୦୪.୧୯୩୬ ଠାରୁ ୧୧.୦୮.୧୯୩୮
ଜର୍ଜ ଟାଉନ୍ସେଣ୍ଡ ବଙ୍ଗ ୧୧.୦୮.୧୯୩୮ ଠାରୁ ୦୭.୧୨.୧୯୩୮
ଜନ ଅଷ୍ଟିନ ହବ୍ବାକ ୦୮.୧୨.୧୯୩୮ ଠାରୁ ୩୧.୦୩.୧୯୪୧
ହାଥୋର୍ନ ଲୁଇସ ୦୧.୦୪.୧୯୪୧ ଠାରୁ ୩୧.୦୩.୧୯୪୬
ଚନ୍ଦୁଲାଲ ତ୍ରିବେଦୀ ୦୧.୦୪.୧୯୪୬ ଠାରୁ ୧୪.୦୮.୧୯୪୭
କୈଳାସ ନାଥ କାଟଜୁ ୧୫.୦୮.୧୯୪୭ ଠାରୁ ୨୦.୦୬.୧୯୪୮
ଏମ୍. ଆସଫ ଅଲି ୨୧.୦୬.୧୯୪୮ ଠାରୁ ୦୫.୦୫.୧୯୫୧
ଭି. ପି. ମେନନ ୦୬.୦୫.୧୯୫୧ ଠାରୁ ୧୭.୦୭.୧୯୫୧
ଏମ୍. ଆସଫ ଅଲି ୧୮.୦୭.୧୯୫୧ ଠାରୁ ୦୬.୦୬.୧୯୫୨
ସୟିଦ ଫଜଲ ଅଲି ୦୭.୦୬.୧୯୫୨ ଠାରୁ ୦୯.୦୨.୧୯୫୪
ପି. ଏସ୍. କୁମାର ସ୍ଵାମିରାଜା ୧୦.୦୨.୧୯୫୪ ଠାରୁ ୧୧.୦୯.୧୯୫୬
ଭୀମସେନ ସଚାରା ୧୨.୦୯.୧୯୫୬ ଠାରୁ ୩୧.୦୭.୧୯୫୭
ଯଶବନ୍ତ ନାରାୟଣ ସୁକ୍ଥାଙ୍କର ୩୧.୦୭.୧୯୫୭ ଠାରୁ ୧୫.୦୯.୧୯୬୨
ଅଯୋଧ୍ୟା ନାଥ ଖୋସ୍ଲା ୧୬.୦୯.୧୯୬୨ ଠାରୁ ୦୫.୦୮.୧୯୬୬
ଖଲୀଲ୍ଲ ଅହମ୍ମଦ ୦୫.୦୮.୧୯୬୬ ଠାରୁ ୧୧.୦୯.୧୯୬୬
ଅଯୋଧ୍ୟା ନାଥ ଖୋସ୍ଲା ୧୨.୦୯.୧୯୬୬ ଠାରୁ ୩୦.୦୧.୧୯୬୮
ଶକୁନ୍ତଳା ଶାହ ଅନ୍ସାରୀ ୩୧.୦୧.୧୯୬୮ ଠାରୁ ୨୦.୦୯.୧୯୭୧
ଯୋଜେନ୍ଦ୍ର ସିଂହ ୨୦.୦୯.୧୯୭୧ ଠାରୁ ୩୦.୦୬.୧୯୭୨
ଗତିକୃଷ୍ଣ ମିଶ୍ର ୦୧.୦୭.୧୯୭୨ ଠାରୁ ୦୮.୧୧.୧୯୭୨
ବସପ୍ପା ଦନପ୍ପା ଜତ୍ତି ୦୮.୧୧.୧୯୭୨ ଠାରୁ ୨୦.୦୮.୧୯୭୪
ଗତିକୃଷ୍ଣ ମିଶ୍ର ୨୧.୦୮.୧୯୭୪ ଠାରୁ ୨୫.୧୦.୧୯୭୪
ଆକବର ଅଲୀ ଖାଁ ୨୫.୧୦.୧୯୭୪ ଠାରୁ ୧୭.୦୪.୧୯୭୬
ଶିବ ନାରାୟଣ ଶଙ୍କର ୧୭.୦୪.୧୯୭୬ ଠାରୁ ୦୭.୦୨.୧୯୭୭
ହରିଚରଣ ସିଂହ ବ୍ରାର ୦୭.୦୨.୧୯୭୭ ଠାରୁ ୨୨.୦୯.୧୯୭୭
ଭଗବତ ଦୟାଲ ଶର୍ମା ୨୩.୦୯.୧୯୭୭ ଠାରୁ ୩୦.୦୪.୧୯୮୦
ଚେପ୍ପୁଦିର ମୁଥାନ ପୂନାଚା ୩୦.୦୪.୧୯୮୦ ଠାରୁ ୩୦.୦୯.୧୯୮୦
ସୁକାନ୍ତ କିଶୋର ରାୟ ୦୧.୧୦.୧୯୮୦ ଠାରୁ ୦୩.୧୧.୧୯୮୦
ଚେପ୍ପୁଦିର ମୁଥାନ ପୂନାଚା ୦୪.୧୧.୧୯୮୦ ଠାରୁ ୨୪.୦୬.୧୯୮୨
ରଙ୍ଗନାଥ ମିଶ୍ର ୨୫.୦୬.୧୯୮୨ ଠାରୁ ୩୧.୦୮.୧୯୮୨
ଚେପ୍ପୁଦିର ମୁଥାନ ପୂନାଚା ୦୧.୦୯.୧୯୮୨ ଠାରୁ ୧୭.୦୮.୧୯୮୩
ବିଶ୍ଵମ୍ବର ନାଥ ପାଣ୍ଡେ ୧୭.୦୮.୧୯୮୩ ଠାରୁ ୨୦.୧୧.୧୯୮୮
ସୟଦ ନୁରୁଲ ହାସନ ୨୦.୧୧.୧୯୮୮ ଠାରୁ ୦୬.୦୨.୧୯୯୦
ଯଜ୍ଞଦତ୍ତ ଶର୍ମା ୦୭.୦୨.୧୯୯୦ ଠାରୁ ୦୧.୦୨.୧୯୯୩
ସୟଦ ନୁରୁଲ ହାସନ ୦୧.୦୨.୧୯୯୩ ଠାରୁ ୩୧.୦୫.୧୯୯୩
ବି. ସତ୍ୟନାରାୟଣ ରେଡ୍ଡୀ ୦୧.୦୬.୧୯୯୩ ଠାରୁ ୧୭.୦୬.୧୯୯୫
ଗୋପାଳ ରାମାନୁଜମ ୧୮.୦୬.୧୯୯୫ ଠାରୁ ୩୦.୦୧.୧୯୯୭
କେ. ଭି. ରଘୁନାଥ ରେଡ୍ଡୀ ୩୧.୦୧.୧୯୯୭ ଠାରୁ ୧୨.୦୨.୧୯୯୭
ଗୋପାଳ ରାମାନୁଜମ ୧୩.୦୨.୧୯୯୭ ଠାରୁ ୧୩.୧୨.୧୯୯୭
କେ. ଭି. ରଘୁନାଥ ରେଡ୍ଡୀ ୧୩.୧୨.୧୯୯୭ ଠାରୁ ୨୭.୦୪.୧୯୯୮
ସି. ରଙ୍ଗରାଜନ ୨୭.୦୪.୧୯୯୮ ଠାରୁ ୧୪.୧୧.୧୯୯୯
ଏମ୍.ଏମ୍. ରାଜେନ୍ଦ୍ରନ ୧୫.୧୧.୧୯୯୯ ଠାରୁ ୧୭.୧୧.୨୦୦୪
ରାମେଶ୍ଵର ଠାକୁର ୧୭.୧୧.୨୦୦୪ ଠାରୁ ୨୧.୦୮.୨୦୦୭
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ୨୧.୦୮.୨୦୦୭ ଠାରୁ ୯.୦୩.୨୦୧୩
ସେନାୟାଂବା ଚୁବାତୋଶି ଜମିର୍ ୦୯.୦୩.୨୦୧୩ ଠାରୁ ୨୦.୦୩.୨୦୧୮
ସତ୍ୟ ପାଳ ମଲିକ ୨୧.୦୩.୨୦୧୮ ଠାରୁ ୨୫.୦୫.୨୦୧୮
ଗଣେଶି ଲାଲ୍ ୨୬.୦୫.୨୦୧୮ ଠାରୁ ଏପର୍ଯ୍ୟନ୍ତ

1 comment: