Recent Posts

ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ତାଲିକା - ଓଡ଼ିଆରେ [୧୯୯୩ ରୁ ୨୦୧୮]

July 7, 2018
ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ତାଲିକା - ଓଡ଼ିଆରେ [୧୯୯୩ ରୁ ୨୦୧୮], atibadi jagannath das award winners list odia, download pdf,
ନିମ୍ନରେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପାଇଥିବା ସାହିତ୍ୟିକଙ୍କ ତାଲିକା ଦିଆଗଲା । ଏହି ପୁରସ୍କାର ୧୯୯୩ ମସିହାରୁ ଆରମ୍ଭ ହୋଇଥିଲା । ଏହି ପୁରସ୍କାରକୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ ।
ଶେଷ ଥର ଅପଡେଟ୍: ୦୭/୦୭/୨୦୧୮
ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ତାଲିକା

ସାହିତ୍ୟିକଙ୍କ ନାମ ସମ୍ମାନ ବର୍ଷ
ରାଧାମୋହନ ଗଡ଼ନାୟକ ୧୯୯୩
କୃଷ୍ଣଚନ୍ଦ୍ର ତ୍ରିପାଠୀ ୧୯୯୪
ନଟବର ସାମନ୍ତରାୟ ୧୯୯୫
ରାଜକିଶୋର ପଟ୍ଟନାୟକ ୧୯୯୬
ଲକ୍ଷ୍ମୀଧର ନାୟକ ୧୯୯୭
ଗୌରୀ କୁମାର ବ୍ରହ୍ମା ୧୯୯୮
ନିତ୍ୟାନନ୍ଦ ମହାପାତ୍ର ୧୯୯୯
ବିନୋଦଚନ୍ଦ୍ର ନାୟକ ୨୦୦୦
ବସନ୍ତ କୁମାରୀ ପଟ୍ଟନାୟକ ୨୦୦୧
ଅଚ୍ୟୁତାନନ୍ଦ ପ‌ତି ୨୦୦୨
ଚିନ୍ତାମଣି ବେହେରା ୨୦୦୩
ମନୋରଞ୍ଜନ ଦାସ ୨୦୦୪
ଉମାଶଙ୍କର ପଣ୍ଡା ୨୦୦୫
ସୁଦର୍ଶନ ଆଚାର୍ଯ୍ୟ ୨୦୦୬
ମନୋଜ ଦାସ ୨୦୦୭
ମହାପାତ୍ର ନୀଳମଣି ସାହୁ ୨୦୦୮
ଦାଶରଥି ଦାସ ୨୦୦୯
ଚନ୍ଦ୍ରଶେଖର ରଥ ୨୦୧୦
ଗଗନେନ୍ଦ୍ର ନାଥ ଦାଶ ୨୦୧୧
ବ୍ରଜନାଥ ରଥ ୨୦୧୨
ଧନେଶ୍ଵର ମହାପାତ୍ର ୨୦୧୩
ଶାନ୍ତନୁ କୁମାର ଆଚାର୍ଯ୍ୟ ୨୦୧୪
ମଧୁସୂଦନ ପତି ୨୦୧୪
ବିଭୂତି ପଟ୍ଟନାୟକ ୨୦୧୬
ରବି ସିଂ ୨୦୧୭
ରମାକାନ୍ତ ରଥ ୨୦୧୮

No comments:

Post a Comment