![ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ତାଲିକା - ଓଡ଼ିଆରେ [୧୯୯୩ ରୁ ୨୦୧୮], atibadi jagannath das award winners list odia, download pdf,](https://blogger.googleusercontent.com/img/b/R29vZ2xl/AVvXsEiy1dvlrnD39fu0KbOw8aZ9IclcLBbwv7jMTSU2xzYainxQszbNqGPMDFE7cbPLPIMjmQdsEP1-d3wDTMXf_j0erYnFkrrdy8EhQFdz_HSU8mD92mNPgk_FChmjjy7e7K664FJS7SNetC7P/s640/atibadi-jagannath-das-award-awardees-list-odiaportal.jpg)
ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ତାଲିକା
| ସାହିତ୍ୟିକଙ୍କ ନାମ | ସମ୍ମାନ ବର୍ଷ |
|---|---|
| ରାଧାମୋହନ ଗଡ଼ନାୟକ | ୧୯୯୩ |
| କୃଷ୍ଣଚନ୍ଦ୍ର ତ୍ରିପାଠୀ | ୧୯୯୪ |
| ନଟବର ସାମନ୍ତରାୟ | ୧୯୯୫ |
| ରାଜକିଶୋର ପଟ୍ଟନାୟକ | ୧୯୯୬ |
| ଲକ୍ଷ୍ମୀଧର ନାୟକ | ୧୯୯୭ |
| ଗୌରୀ କୁମାର ବ୍ରହ୍ମା | ୧୯୯୮ |
| ନିତ୍ୟାନନ୍ଦ ମହାପାତ୍ର | ୧୯୯୯ |
| ବିନୋଦଚନ୍ଦ୍ର ନାୟକ | ୨୦୦୦ |
| ବସନ୍ତ କୁମାରୀ ପଟ୍ଟନାୟକ | ୨୦୦୧ |
| ଅଚ୍ୟୁତାନନ୍ଦ ପତି | ୨୦୦୨ |
| ଚିନ୍ତାମଣି ବେହେରା | ୨୦୦୩ |
| ମନୋରଞ୍ଜନ ଦାସ | ୨୦୦୪ |
| ଉମାଶଙ୍କର ପଣ୍ଡା | ୨୦୦୫ |
| ସୁଦର୍ଶନ ଆଚାର୍ଯ୍ୟ | ୨୦୦୬ |
| ମନୋଜ ଦାସ | ୨୦୦୭ |
| ମହାପାତ୍ର ନୀଳମଣି ସାହୁ | ୨୦୦୮ |
| ଦାଶରଥି ଦାସ | ୨୦୦୯ |
| ଚନ୍ଦ୍ରଶେଖର ରଥ | ୨୦୧୦ |
| ଗଗନେନ୍ଦ୍ର ନାଥ ଦାଶ | ୨୦୧୧ |
| ବ୍ରଜନାଥ ରଥ | ୨୦୧୨ |
| ଧନେଶ୍ଵର ମହାପାତ୍ର | ୨୦୧୩ |
| ଶାନ୍ତନୁ କୁମାର ଆଚାର୍ଯ୍ୟ | ୨୦୧୪ |
| ମଧୁସୂଦନ ପତି | ୨୦୧୪ |
| ବିଭୂତି ପଟ୍ଟନାୟକ | ୨୦୧୬ |
| ରବି ସିଂ | ୨୦୧୭ |
| ରମାକାନ୍ତ ରଥ | ୨୦୧୮ |




No comments:
Post a Comment